

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳରେ ବଜରଙ୍ଗ କ୍ଳବ ପକ୍ଷରୁ୧୫ତମ ସ୍ୱେଚ୍ଛାକୃତ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ଢେଙ୍କାନାଳର ଗୋପବନ୍ଧୁ ଟାଉନହଲରେ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳ ୯ ଘଣ୍ଟାରୁ ଆରମ୍ଭ ହୋଇ ସଂଧ୍ୟା ୫ଟା ସମୟ ପର୍ଯ୍ୟନ୍ତ ଅନୁଷ୍ଠିତ କରାଯାଇଥିଲା । ଏଥିରେ ବହୁ ବ୍ୟକ୍ତି ରକ୍ତ ଦାନ କରିଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି
