

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗୋପବନ୍ଧୁ ଟାଉନହଲ ଠାରେ ବିଜ୍ଞାନ ଓ ଆଧ୍ୟାତ୍ମିକତା ଜ୍ଞାନ ପ୍ରବଚନ ସ୍ୱାମୀ ଶ୍ରୀ ମୁକୁନ୍ଦନନ୍ଦଜୀଙ୍କ ଦ୍ୱାରା ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରବଚନ କାର୍ଯ୍ୟକ୍ରମ ବିଚାରକୁ ପରିବର୍ତ୍ତିତ କରି ନିଜ ଅନ୍ତର୍ନିହିତ ଶକ୍ତିକୁ ଉଜାଗର କରନ୍ତୁ ବୋଲି କୁହାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ଭକ୍ତ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଶୁଭମ ପାଣି
