

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ପାଇଁ ସ୍ଥାନୀୟ ଏସ.ଡି ବାଳିକା ବିଶ୍ୱବିଦ୍ୟାଳୟ ଠାରେ ପୁଲିଂ ଅଫିସର, ପ୍ରିଜାଇଡିଙ୍ଗ ଅଫିସରମାନଙ୍କ ପାଇଁ କର୍ମଶାଳା ତା ୨୩.୩.୨୦୧୯ ଠାରୁ ୨୭.୩.୨୦୧୯ ରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇଯାଇଅଛି । ଇଭିଏମ ମେସିନକୁ କିପରି ଠିକ ଭାବେ ବ୍ୟବହାର ହେବ ତା ଉପରେ କର୍ମଶାଳାରେ ଡେମୋ ଦ୍ୱାରା ଆଲୋଚନା କରାଯାଇଛି । ଢେଙ୍କାନାଳର ତହସିଲଦାର, ଇଲେକ୍ସନ ଅଫିସରଙ୍କ ସମେତ ଜିଲ୍ଲା ଅଧିକାରୀମାନେ କର୍ମଶାଳାରେ ଅଂଶ ଗ୍ରହଣ କରିଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି
