

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ପୌରପାଳିକା ତରଫରୁ ଢେଙ୍କାନାଳ ଜିଲ୍ଳା ରେଡ଼କ୍ରସ ପାଣ୍ଠିକୁ ୬୦,୦୦୦ ଟଙ୍କା ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏହି ଟଙ୍କା ପ୍ରଦାନ ବେଳେ ନିର୍ବାହୀ ଅଧିକାରୀ ଅତନୁ ସାମନ୍ତଙ୍କ ସହିତ ପୋୖର ଯନ୍ତ୍ରୀ ରଶ୍ମିତା ମିଶ୍ର, ଆକାଉଟେଣ୍ଟ ଚନ୍ଦ୍ରିକା ପଣ୍ଡା, ସ୍ୱାଥ୍ୟ ବିଭାଗ ମୂଖ୍ୟ ସରୋଜ ରାଉତ, କୋବିଡ଼ ମୁଖ୍ୟ ବସନ୍ତ ପଟ୍ଟନାୟକ ଏବଂ ସନ୍ତୋଷ ରାଉଳ ଉପସ୍ଥିତ ଥିଲେ ।
ରିପୋର୍ଟ : ଶୁଭମ ପାଣି