

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ ଭାବରେ ଆଜି ବିଗେଡିଅର କାମାକ୍ଷା ପ୍ରସାଦ ସିଂଦେଓ ଏକ ବିରାଟ ରାଲି କରି ନିଜର ଶହ ଶହ ସମର୍ଥକଙ୍କୁ ନେଇ ଉପଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କୁ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଏହି ସମୟରେ ପରାମର୍ଶଦାତା ସିଦ୍ଧେଶ୍ୱର ଆଚାର୍ଯ୍ୟ ଓ ବିଧାନସଭା ପ୍ରାର୍ଥୀ ନବୀନ ନନ୍ଦ ଉପସ୍ଥିତ ଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି
