

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସଚେତନ ନାଗରିକ ଫୋରମ ତରଫରୁ ନେତାଜୀ ଜୟନ୍ତୀ ନେତାଜୀ ପାର୍କରେ ପାଳିତ ହୋଯାଇଛି । ଏହି ଫୋରମର ସଭାପତି ପ୍ରଦ୍ୟୁମ୍ନ ରଥଙ୍କ ନେତୃତ୍ୱରେ ପାଳନ କରାଯାଇ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଉତ୍ସବରେ ଏହି ଫୋରମର ସଂପାଦକ ଭରତ ଦାସ, ସହ ସମ୍ପାଦକ ଗୁପ୍ତେଶ୍ଵର ମିଶ୍ର, ଉପସଭାପତି ପଙ୍କଜ ନାୟକ, ଅଖିଳ ମହାପାତ୍ର ଓ ଲଳିତ ପଟ୍ଟନାୟକ, ପ୍ରଶାନ୍ତ ମହାପାତ୍ର, ରୁଦ୍ରପ୍ରକାଶ ଶରଣ, ଡ. ତୁଷାର କାନ୍ତ ନାୟକ, ପ୍ରିୟବ୍ରତ ପଟ୍ଟନାୟକ ଏବଂ ବହୁ ସଂଖ୍ୟାରେ କର୍ମୀମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି