ଢେଙ୍କାନାଳ ସଦର ବ୍ଲକରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟାପକ ପିସି କାରବାର ବିରୁଦ୍ଧରେ ବିଜେପିର ଗଣଧାରଣା ଓ ବିକ୍ଷୋଭ …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସଦର ବ୍ଲକରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟାପକ ପିସି କାରବାର ବିରୁଦ୍ଧରେ  ବିଜେପିର ଗଣଧାରଣା ଓ ବିକ୍ଷୋଭ କରାଯାଇଥିଲା । ଏଥିରେ ଜିଲ୍ଲାର ବରିଷ୍ଟ ବିଜେପି କର୍ମୀମାନେ ଯୋଗଦେଇ ଥିଲେ । ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣିଙ୍କ ନେତୃତ୍ୱରେ ପୁରୁଷ ଓ ମହିଳା କର୍ମୀମାନେ ଏକ ବିରାଟ ପଟୁଆରରେ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ପ୍ରଦାନ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି