ଢେଙ୍କାନାଳ ସଦର ରେଞ୍ଜ ଅଧୀନରେ ୭ ହାତୀ ମୃତ୍ୟୁକୁ ନେଇ ୩ ଗିରଫ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସଦର ରେଞ୍ଜ ଅଧୀନରେ ହାତୀ ଉପଦ୍ରବ ଚାଲିଥିବା ବେଳେ ବିଭିନ୍ନ ସମୟରେ ବିଦ୍ୟୁତ ଆଘାତରେ ମୃତ୍ୟୁ ବାରଣ କରିଥିବାକୁ ନେଇ କିଛି କର୍ମଚାରୀ ନିଲମ୍ବିତ ହୋଇଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି । ଗୋଟେ ପିଲା ହାତୀ କୁଅଁରେ ପଡିଥିବା ଖବର ପାଇ ବନ ବିଭାଗ ଉଧାର କରିଥିଲା ।  ମଇଧରପୁର ବାଲିସାହିଠାରେ ଏକ କୁଅଁରେ ପଡି ଛଟପଟ ହେଉଥିବା ଏହି ହାତୀ ପିଲାକୁ ଦମକଳ ବାହିନୀ ଉଦ୍ଧାର କରିଥିଲେ ।                                                                                                             ରିପୋର୍ଟ : ଶୁଭମ ପାଣି