ଢେଙ୍କାନାଳ ସ୍ଵପ୍ନେଶ୍ଵର ମନ୍ଦିର ପରିସରରେ ସଫେଇ କାର୍ଯ୍ୟକ୍ରମ …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସଦର ବ୍ଲକ ଭାପୁର ଓ କକୁଡିଭାଗ ଗ୍ରାମପଞ୍ଚାୟତର ବିଜୁ ଯୁବ ବାହିନୀର  ମିଳିତ ସହଯୋଗରେ ସ୍ଵପ୍ନେଶ୍ଵର ମନ୍ଦିର ପରିସରରେ  ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । ଏହି କର୍ଯ୍ୟକ୍ରମରେ ସଞ୍ଜୟ ପଣ୍ଡା, ଜଗନ୍ନାଥ ସାହୁ, ପପି ଭୋଳ, ଜ୍ୟୋତିକୃଷ୍ଣ ପଣ୍ଡା, ସୌଭାଗ୍ୟ ପଣ୍ଡା, ଉତ୍ତମ ପଣ୍ଡା, ଦିଲ୍ଲୀପ ପଣ୍ଡା, ବଳରାମ ଘୋଡେଇ, ସପନା ସାହୁ, ଦୀପକ ସାମଲ, ସୁଧାକର ଦାସ ଏବଂ ବିଜୁ ଯୁବ ବାହିନୀର ସଦସ୍ୟମାନେ ଯୋଗଦେଇ ସଫେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି