

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡ଼ିଶାର ସ୍କିଲ ପ୍ରଫେସନାଲସ ସିଙ୍ଗାପୁର ଠାରେ ଅନୁଷ୍ଠିତ ଡିଜିଟାଲ ଏବଂ ଆଡ଼ଭାନ୍ସଡ଼ ମାନୁଫେକ୍ତୁରିଂ ଆଲୋଚନାଚକ୍ରରେ ଯୋଗଦାନ କରିବେ । ଦକ୍ଷତା ସମ୍ପନ୍ନ ବୈଷୟିକ ଶିକ୍ଷା ପ୍ରାର୍ଥୀଙ୍କ ଏହି ସିଙ୍ଗାପୁର ଗ୍ରସ୍ତ ନେଇ ଚଳଚଞ୍ଚଳ ହୋଇଉଠିଛି ଡିଜିଟାଲ ଓ ଆଡ଼ଭାନ୍ସଡ଼ ମାନୁଫେକ୍ତୁରିଂ ୟୁନିଟସ ଓଡ଼ିଶାରେ ଆନ୍ତଜାତୀୟ ସ୍ତରର ଏହି ସେମିନାରରେ ସେମାନେ ଯୋଗଦେବେ ବୋଲି ଗସ୍ତ କରିଛନ୍ତି ।
ରିପୋର୍ଟ : ବିଜୟ ମଲ୍ଲ
