ଦଶହରାରେ ଶିରିଡି ସାଇ ବାବାଙ୍କୁ ଦର୍ଶନ କଲେ ପ୍ରଧାନ ମନ୍ତ୍ରୀ ମୋଦି …ଦେଲେ ଅନେକ ଉପହାର …

ଶିରିଡ଼ିସାଇ: ଦଶହରା ଭଳି ଏକ ପବିତ୍ର ଦିବସରେ ଶିରିଡି ସାଇ ବାବାଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମନେକରିଛନ୍ତି ପ୍ରଧାନମନ୍ତ୍ରୀ।ଗତ ଶୁକ୍ରବାର ଦଶହରାରେ ଶିରିଡି ସାଇ ବାବାଙ୍କୁ ଦର୍ଶନ କଲେ ପ୍ରଧାନ ମନ୍ତ୍ରୀ ମୋଦି,ଦେଲେ ଅନେକ ଉପହାର । ସାଥିରେ ଥିଲେ ମହାରାଷ୍ଟ୍ର ରାଜ୍ୟପାଳ ସିଭି ରାଓ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ।