

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଏବେ ଏବେର ଦୁଃଖ ଖବର। ଦିଗପହଣ୍ଡି ବ୍ଳକ ଅଧକ୍ଷ୍ୟା ସୁନିତା ସେଠୀଙ୍କ ପରଲୋକ। ସେ ଗୋକର୍ଣ୍ଣପୁର ବାସିନ୍ଦା। ଅତି କମ ବୟସରେ ରାଜନୀତିରେ ପ୍ରବେଶ କରି ବ୍ଳକ ଅଧକ୍ଷ୍ୟା ହୋଇଥିଲେ । ସେ ବିଜେଡି ଦଳରୁ ବିଜୟ ହୋଇଥିଲେ। ସେ ସ୍ଥାନୀୟ ବିଧାୟକ ସ୍ୱର୍ଯ୍ୟନାରାୟଣ ପାତ୍ରଙ୍କ ଦୃଢ଼ ସମର୍ଥକ ଥିଲେ। ଆଜି ହଠାତ ମୃତ୍ୟୁ ଖବର ପାଇ ବିଧାୟକ ଶ୍ରୀ ପାତ୍ର ଓ ସମୃଦ୍ଧ ଓଡିଶା ସମ୍ପାଦକ ଆଡ଼ଭୋକେଟ ସୁଧୀର କୁମାର ପଟ୍ଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।
Missing u