Berhampur(ଦକ୍ଷିଣାଞ୍ଚଳ ଖବର) ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବାରକୁ ଭେଟିଲେ ବିଧାୟକ… ସମୃଦ୍ଧ ଓଡିଶା November 29, 2019 1 min read Share this:FacebookX ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଅନ୍ତର୍ଗତ ମାଳତୀବାଡ଼ି ଗ୍ରାମର ରାକେଶ ଗୌଡ଼ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି । ଏହି ଖବର ପାଇ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଗ୍ରାମକୁ ଯାଇ ଶୋକସଂତପ୍ତ ପରିବାରକୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିବା ସହ ଶୋକ ସମବେଦନା ଜଣାଇଛନ୍ତି । ରିପୋର୍ଟ : ନିମାଇଁ ଚରଣ ପଣ୍ଡା Like this:Like Loading... Continue Reading Previous: ରାୟଗଡ଼ାରେ ଜିଲ୍ଲାସ୍ତରୀୟ ଧାନ ମଣ୍ଡି ଉଦଘାଟିତ…Next: ଘର ପୋଡି ପାଉଁଶ ହୋଇଥିବା ପରିବାରକୁ ସହାୟତା ଯୋଗାଇବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଲେ ବିଧାୟକ… Related Stories 1 min read Berhampur(ଦକ୍ଷିଣାଞ୍ଚଳ ଖବର) Bhubaneswar Top News “ମହାଶିବରାତ୍ରୀ ଦିନ ଅମୃତ ଜଳ ବିତରଣ” ସମୃଦ୍ଧ ଓଡିଶା February 23, 2025 1 min read Berhampur(ଦକ୍ଷିଣାଞ୍ଚଳ ଖବର) Education Important News “ସାଇକ୍ଳୋଥନ” – ସକ୍ଷମ ୨୦୨୫ ସଚେତନତା କାର୍ଯ୍ୟକ୍ରମ ସମୃଦ୍ଧ ଓଡିଶା February 23, 2025 1 min read Berhampur(ଦକ୍ଷିଣାଞ୍ଚଳ ଖବର) Political News ବାଣପୁରର ଭୀମପୁର ଗ୍ରାମବାସୀଙ୍କ ତରଫରୁ ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସମୃଦ୍ଧ ଓଡିଶା February 17, 2025