ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗଁଦିଆ ବ୍ଲକର ଦେଓଗାଁ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରାଥମିକ ଚିକିତ୍ସା ସମ୍ବନ୍ଧିୟ ପରାମର୍ଶ ସେବା ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତବନ୍ଧୁ ହରିହାର ସାହୁଙ୍କ ତତ୍ତ୍ୱାବଧାନରେ ଏପ୍ରିଲ ୭ ତାରିଖ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ କ୍ଲଷ୍ଟର ଲିଡର ଜ୍ଞାନୋଦୟ ଦାସ ଓ ଫାର୍ମାସିଷ୍ଟ ପ୍ରସନ୍ନ କୁମାର ଜେନା ପରାମର୍ଶ ଦେଇଥିଲେ । ଶିକ୍ଷୟତ୍ରୀ ଶାନ୍ତିଲତା ଦାସ, ମମତା ବେହୁରି, ସଜ୍ଞା ସାଗରିକରେ ସ୍ୱାଇଁ ସହଯୋଗ କରିଥିଲେ ୧୦୮, ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ରିପୋର୍ଟ : ଶୁଭମ କୁମାର ପାଣି