


ବଡ଼ବିଲ(ସମୃଦ୍ଧଓଡିଶା) କେନ୍ଦୁଝର ଜିଲ୍ଲା ବଡ଼ବିଲ ର ଅଗ୍ରଣୀ ପ୍ଲେ ସ୍କୁଲ ରେ ଆଜି କୁନି କୁନି ପିଲା ଙ୍କ ଦ୍ୱାରା ଆଜି ଜନ୍ମାଷ୍ଟମୀ ପାଳନ କରାଯାଇଛି ଆଗକୁ ସ୍କୁଲ ଛୁଟି ଥିବାରୁ ଆଜି ଏହି ପର୍ବ କୁ ପିଲାମାନେ ପାଳନ କରିଛନ୍ତି ଶ୍ରୀ କୃଷ୍ଣ ଓ ମା ରାଧା ରାଣୀ ଙ୍କ ବେସ ରେ ଆସି ନିଜ ର ଅଭିନୟ କରିଥିଲେ ଯାହା ଫଳରେ ସ୍କୁଲ ପ୍ରାଙ୍ଗଣ ଟି ରାଧା କୃଷ୍ଣ ମୟ ହୋଇଉଠିଥିଲା ପ୍ରଥମେ ପିଲା ମାନଙ୍କ ଦ୍ୱାରା କୃଷ୍ଣ ଙ୍କ ପୂଜା କରାଯିବା ସହ ଝୁଲଣ କରାଯାଇଥିଲା ପରେ ପରେ ଗୁରୁ ଓ ପିଲା ମାନଙ୍କ ଦ୍ୱାରା ନୁର୍ତ୍ୟ କରାଯାଇ ପିଲା ମାନଂକୁ ମିଠା ବଣ୍ଟା ଯାଇଥିଲା ଏହା କୁ ସ୍କୁଲ ର ପ୍ରିନସିପାଲ ରିତୁ ଜଲନ, ସୁମନ ତିୱାରୀ, ମୌସୁମୀ ବାନାର୍ଜୀ, ରିୟା କର୍ମକର, ମଧୁସ୍ମିତା ଝା, ମଧୁସ୍ମିତା ଜେନା, ଶିଳ୍ପୀ ସିଂହା, କ୍ରିଷ୍ଣା ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ.
ରିପୋର୍ଟ : ରଜତ ମହାପାତ୍ର