
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମେଟ୍ରିକ୍ ପରୀକ୍ଷାକୁ ସୁଚାରୁ ରୂପେ ପରିଚାଳନା କରିବାକୁ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଥିଲେ ମଧ୍ୟ ବନ୍ଦ ହେଉନି କପି । ମାଟ୍ରିକ ପରୀକ୍ଷାରେ ପୁଣି ଆସିଲା କପି ଅଭିଯୋଗ । ପ୍ରଥମ ଦିନରେ ସାହିତ୍ୟ ପରେ ପୁଣି ଦ୍ଵିତୀୟ ଦିନରେ କପି ଅଭିଯୋଗ । ଇଂରାଜୀ ପରୀକ୍ଷାରେ କପି କରି ଧରାପଡିଲେ ୧୦୯ ପରୀକ୍ଷାର୍ଥୀ । ପରୀକ୍ଷାର ଦ୍ଵିତୀୟ ଦିନରେ ଇଂରାଜୀ ବିଷୟ ଥିବାରୁ ୧୦୯ ଜଣ ପିଲା କପି କରି ଧରାପଡ଼ିଛନ୍ତି ବୋଲି ବୋର୍ଡ ସୂଚନା ଦେଇଛି ।
ରିପୋର୍ଟ : ଆକାଶ ମିଶ୍ର