ଦ୍ୱିତୀୟ ପର୍ଯ୍ୟାୟ ବିଜେପିର ପ୍ରାର୍ଥୀ ତାଲିକା…

ଵ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ବିଳମ୍ବିତ ରାତ୍ରୀରେ ଭାରତୀୟ ଜନତା ପାର୍ଟୀ ତା’ର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରୀ କରିଛି । ୨୨ଟି ବିଧାନସଭା ଆସନ ପାଇଁ ବିଜେପି ପ୍ରକାଶ କରିଛି ପ୍ରାର୍ଥୀ ତାଲିକା । ଏହାସହିତ ୫ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଜାଣନ୍ତୁ କେଉଁଠାରୁ କିଏ ?
୫ଟି ଲୋକସଭା ଆସନର ପ୍ରାର୍ଥୀ ହେଉଛନ୍ତି –
୧. କୋରାପୁଟ – ଜୟରାମ ପାଙ୍ଗି
୨. ବରଗଡ଼ – ସୁରେଶ ପୂଜାରୀ
୩. ସମ୍ବଲପୁର – ନୀତେଶ ଗଙ୍ଗଦେବ
୪. କଳାହାଣ୍ଡି – ବସନ୍ତ ପଣ୍ଡା
୫. ପୁରୀ – ସମ୍ବିତ ପାତ୍ର
ସେହିପରି ୨୨ଟି ବିଧାନସଭା ଆସନର ପ୍ରାର୍ଥୀ ହେଉଛନ୍ତି –
୧- ଭଟଲି – ଇରାଶୀଷ ଆଚାର୍ଯ୍ୟ
୨- ଦେଓଗଡ଼ – ସୁବାଷ ପାଣିଗ୍ରାହୀ
୩- ବୀର ମହାରାଜପୁର – ରଘୁନାଥ ଜଗଦଲା
୪- ସୋନପୁର – ଅଶୋକ ପୂଜାରୀ
୫- ବଲାଙ୍ଗୀର – ଅନନ୍ତ ଦାସ
୬ – ନୂଆପଡ଼ା – ହୋମସିଂ ମାଝୀ
୭- ଝରିଗାଁ – ପର୍ଶୁରାମ ମାଝୀ
୮- ଡାବୁଗାଁ – ପଦ୍ମନ ନାୟକ
୯- ଭବାନୀ ପାଟଣା – ପ୍ରଦୀପ ନାୟକ
୧୦- ଦଶପଲା – ପୂର୍ଣ୍ଣଚନ୍ଦ୍ର ନାୟକ
୧୧- କବିସୂର୍ଯ୍ୟନଗର – ରଞ୍ଜନ ପଲାଇ
୧୨- ଛତ୍ରପୁର – ପ୍ରଶାନ୍ତ କର
୧୩- ଆସ୍କା – ଦେବରାଜ ମହାନ୍ତି
୧୪- ସୋରଡ଼ା – ନୀଳମଣି ବିଶୋଇ
୧୫- ବ୍ରହ୍ମପୁର – କାହ୍ନୁ ପତି
୧୬- ଦିଗପହଣ୍ଡି – ପିଙ୍କି ପ୍ରଧାନ
୧୭- ମୋହନା – ପ୍ରଶାନ୍ତ ମଲ୍ଲିକ
୧୮- ଗୁଣୁପୁର – ଶିଶିର ଗମାଙ୍ଗୋ
୧୯- ରାୟଗଡ଼ା – ବସନ୍ତ ଉଲ୍ଲାକା
୨୦-ଜୟପୁର – ଗୌତମ ସାମନ୍ତରାୟ
୨୧- କୋରାପୁଟ – ତ୍ରୀପୁରା ଗଡ଼ା
୨୨ – ଚିତ୍ରକୁଣ୍ଡା – ପଡ଼ୁ ମାଝୀ

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା