ନରେନ୍ଦ୍ରପୁର, ଟାଙ୍ଗଣାପଲ୍ଲୀ, ସୁନ୍ଦରପୁର ଓ ଚମାଖଣ୍ଡି ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମ ସଭା ଓ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଛତ୍ରପୁର/ଚମାଖଣ୍ଡି (ସମୃଦ୍ଧ ଓଡିଶା) ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ସୋମବାର ଦିନ ନରେନ୍ଦ୍ର ପୁର ଟାଙ୍ଗଣାପଲ୍ଲୀ ସୁନ୍ଦରପୁର ଓ ଚମାଖଣ୍ଡି ପଞ୍ଚାୟତରେ ଉନ୍ନୟନ ମୂଳକ ସ୍ୱଚ୍ଛତା ଉପରେ ସ୍ୱତନ୍ତ୍ର ଗ୍ରାମସଭା ଓ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନରେନ୍ଦ୍ର ପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ଜ୍ୟେତି ସାହୁଙ୍କ ତତ୍ବାଧିନରେ ସ୍ୱତନ୍ତ୍ର ଗ୍ରାମ ଅନୁଷ୍ଠିତ ହୋଇ ଥିଲା । ଏଥିରେ ପିଇଓ ଦଣ୍ଡ ପାଣି ପ୍ରଧାନ ସମିତି ସଭ୍ୟ।, ଵି. ସୋନାଲି ସେନାପତି କୃଷି ଓଭର ସିୟର ସିମା ଞ୍ଚଳ ଦାସ ପୂର୍ବ ତନ ସମିତି ସଭ୍ୟ ଜ୍ୟୋତି ରଞ୍ଜନ ସାହୁ ନାଏବ ସରପଞ୍ଚ ଉମା ଶଙ୍କର ସ୍ୱାମୀ ମହିଳା ସ୍ୱାସ୍ଥ୍ୟକର୍ମୀ ସବିତା କୋଠିଆ ଉପସ୍ଥିତ ରହି ପଞ୍ଚାୟତର ଉନ୍ନତି ମୂଳକ ସ୍ୱଚ୍ଛତା ଗ୍ରାମ୍ୟଜଳ ଜି.ପି.ଡି.ପି ଉପରେ ଆଲୋକପାତ କରିଥିଲେ । କୃଷି ତରଫରୁ ଚାଷୀମାନଙ୍କ ପଞ୍ଜିକରଣ ପ୍ରତିଧ୍ୟାନ ପରାମର୍ଶ ଦେଇଥିଲେ । ଆର୍ଥିକ ବର୍ଷ ୨୦୨୩-୨୦୨୪ ଉପରେ ବିଭିନ୍ନ ପ୍ରକଳ୍ପ କାଯ୍ୟକ୍ରମ ମତ ଦେଇଥିଲେ । ଏଥିରେ ଯୋଗାଣ ସହାୟକ କୈଳାସ ଚନ୍ଦ୍ର ପରିଡା, ବି.ଏଫ.ଟି.ଏନ୍ ଡମ୍ବୁରୁ ରେଡ୍ଡୀ, ବିଜୟ କୁମାର ପଣ୍ଡା, ଜଗନ୍ନାଥ ସାବତ, ମନୋଜ କୁମାର ଗୌଡ଼, ଟୁକୁ ସାହୁ, ଵଳ ରାମ ସାହୁ ଓ ପ୍ରତ୍ୟେକ ୱ।ଡ ସଭ୍ୟ ଓ ମହିଳା ସ୍ୱୟଂ ଗୋଷ୍ଠୀ ଅଙ୍ଗୱାଡିକର୍ମୀ ମାନେ ଉପସ୍ଥିତ ଥିଲେ । ସେହିପରି ଟାଙ୍ଗଣାପଲ୍ଲୀ ରାଜିବ ଗାନ୍ଧି ସେବା ଠାରେ ନାଏକ ସରପଞ୍ଚ ପ୍ରତିନିଧି ଗଗନ କୁମାର ନାହାକ ତତ୍ବାଧିନରେ ସୁତନ୍ତ୍ର ଗ୍ରାମ ସଭା ଓ ଶପଥ ଗ୍ରହଣ କରିଥିଲେ । ଏଥିରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟ ଶ୍ରୀ ନାୟକ ଯୋଗଦେଇ ଆର୍ଥିକ ବର୍ଷ, ୨୦୨୩—୨୦୨୪ ଉନ୍ନୟନ ମୂଳକ କାର୍ଯ୍ୟ କ୍ରମ ସଫଳ ରୂପାୟନ ଅନନ୍ୟ ସ୍ୱଚ୍ଛତା ଗ୍ରାମ୍ୟଜଳ ଯୋଗାଣ ଉପରେ ମତବ୍ୟକ୍ତ ଦେଇଥିଲେ । ପଞ୍ଚାୟତକୁ କିପରି ଆଦର୍ଶ ପଞ୍ଚାୟତ ଗଠନ କରିବାକୁ ହେଲେ ସାହି ଗୁଡିକ ପରିସ୍କାର ରଖନ୍ତୁ । ଏଥିରେ କୃଷି ଗ୍ରାମ ସେବୀକା ସୁନି ତାରାଣୀ ସେଠୀ କୃଷିର ଉନ୍ନତି ମୂଳକ କୃଷି ବୀମା ପଞ୍ଜିକରଣ ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ସେ କହିଥିଲେ । ଏଥିରେ ଶିକ୍ଷା ଵିତ କୋରା ମହାରଣା ଜି.ଆର.ଏସ.କେ ଲୋକେଶ ରେଡ୍ଡୀ ବସନ୍ତ କୁମାର ରାଉଳ ସଭ୍ୟ ମୁନା ନାୟକ ସୁରେନ୍ଦ୍ର ଦାସ ଅଙ୍ଗନୱ।ଡି କର୍ମୀ ମହିଳା ସ୍ୱୟଂ ଗୋଷ୍ଠୀ ଓ ଏଲ.ଏମ ମିଶନ ଶକ୍ତି ଓ ପ୍ରତ୍ୟେକ ସଭ୍ୟ ସଭ୍ୟ। ଉପସ୍ଥିତ ଶପଥ ପାଠ କରିଥିଲେ । ସୁନ୍ଦରପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ଗଗନ କୁମାର ବେହେରାଙ୍କ ସଭାପତିତ୍ବରେ ସ୍ୱତନ୍ତ୍ର ଗ୍ରାମ ସଭା ଓ ଶପଥ ଗ୍ରହଣ କରିଥିଲେ । ଏଥିରେ ପିଇଓ ଡ଼. କଟର ସେଠୀ ସମିତି ସଭ୍ୟ। ସୁଞ୍ଜାନୀ ସେଠୀ କୃଷି ଗ୍ରାମ ସେବୀକା ସୁଭାସିନି ପଟ୍ଟନାୟକ ଜି.ଆର.ଏସ ପ୍ରତ୍ୟେକ ସଭ୍ୟ ସଭ୍ୟ। ଓ ମହିଳା ସ୍ୱୟଂ ଗୋଷ୍ଠୀ ଅଙ୍ଗନବାଡି କର୍ମୀ ଉପରେ ଆଲୋକପାତ ଶପଥ ପାଠ କରିଥିବା ଜଣାଯାଇଛି । ଚମାଖଣ୍ଡି ପଞ୍ଚାୟତ ରେ ସର ପଞ୍ଚ ସି ଏଚ ମନୋଜ କୁମାର ରେଡ୍ଡୀ ସମିତି ସଭ୍ୟ ଏନ୍. ଚନ୍ଦ୍ରୟା ରେଡ୍ଡୀ ପିଇଓ ସନ୍ତୋଷ କୁମାର ବେହେରା ଜି.ଆର.ଏସ ଦଣ୍ଡପାଣି ରେଡ୍ଡୀ ଅଙ୍ଗନବାଡି ମହିଳା ସ୍ୱୟଂ ମାନେ ଯୋଗ ଦେଇଥିଲେ । ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଦିନ ସରପଞ୍ଚ ସଞ୍ଜିଵ ରେଡ୍ଡୀ ସମିତି ସଭ୍ୟ ଏସ. ଚକ୍ର ପାଣି ରେଡ୍ଡୀ କୃଷି ବିଭାଗ ଅଧିକାରୀ ମ‌ହିଳା ।