ନାଚ ଗୀତ ସହ ହକି ଖେଳ ଦେଖିଲେ ଢେଙ୍କାନାଳବାସୀ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସିନି ଷ୍ଟାଡିୟମରେ ହକି ଖେଳ ପାଇଁ ବିଭିନ୍ନ ସଙ୍ଗୀତକାରମାନେ ଢେଙ୍କାନାଳ ଶିବା ଡ୍ୟାନ୍ସ ପକ୍ଷରୁ ଦେଶାତ୍ମକ ଡ୍ୟାନ୍ସ ପରିବେଷଣ କରିଥିଲେ । ବହୁତ ଦର୍ଶକ ମିନିଷ୍ଟାଡିୟମରେ ନାଚ ଗୀତ ସହ ହକି ଖେଳର ମଜା ଉଠାଇଥିଲେ ।