

ବ୍ରହ୍ମପୁର(ସମୃଦ୍ଧଓଡିଶା) ନିଖିଳ ଓଡ଼ିଶା ସ୍ବେଛାସେବୀ ମହାସଂଘ ପକ୍ଷରୁ କାଲାଞ୍ଜଳି ଆରିଟିଷ୍ଟି ସମ୍ପାଦିକା ଶ୍ରୀମତୀ ରମେଶ୍ୱରୀ ନନ୍ଦ ସମାଜସେବା ଅଭିନେତ୍ରୀ ଓ ସୂ ସଂଗଠିକା ରେ ଉତ୍ତମ ସେବା ନିମନ୍ତେ ଭୁବନେଶ୍ଵର ଜୟ ଦେବ ଭବନ ଠାରେ ଶ୍ରୀମତୀସୁଲତା ଦେଓ, ରାଜ୍ୟସଭା ସାଂସଦ ସଫଳ ଦକ୍ଷତା ପ୍ରତିଭା ସମ୍ମାନ ପ୍ରଦାନ କରିଥିଲେ।ପୂର୍ବତନ ବିଧାୟକ ତଥା ଅନୁଷ୍ଠାନ ର ପ୍ରତିଷ୍ଠାତା ସଭାପତି ଶ୍ରୀ ଦିଲ୍ଲୀପ ଶ୍ରୀଚନ୍ଦନ, ସୁଜାତା ପଶାୟତ ଓ ଡ ଆଶିଷ ମହାନ୍ତି, ଭାରତ ନିର୍ବାଚନ କମିଶନ୍ ଙ୍କ ପୂର୍ବତନ ଉପଦେଷ୍ଟା ଶ୍ରୀ ଭଗଵାନ ପ୍ରକାଶ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମଞ୍ଚା ସିନ ଥିଲେ। ଶ୍ରୀମତୀ ନନ୍ଦ ଙ୍କ ଏହି ସମ୍ମାନ ରେ ବହୁ ଅନୁଷ୍ଠାନ, ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି।