

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ନୂଆଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂମିକମ୍ପ ଝଟ୍କା ଏବେ ଏବେ ଦେଖିବାକୁ ମିଳିଲା l ଜାମ୍ମୁ ଓ କାଶ୍ମୀରରେ ଏହାର ୫.୭ ତୀବ୍ରତା ରହିଥିବା ବେଳେ ୫.୬ ରହିଥିବା ସୂଚନା ମିଳିଛି l ଭୂମିକମ୍ପ ଚଣ୍ଡିଗଡ଼ରେ ବି ଝଟ୍କା ଅନୁଭୂତ ହୋଇଛି l ପାକିସ୍ତାନରେ ବି ବଡ଼ ଧରଣର ଭୂମିକମ୍ପ ହୋଇଥିବା ସୂଚନା ମିଳିଛି l
ରିପୋର୍ଟ : ପ୍ରଭାତ କୁମାର ବେହେରା