

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳଦେବ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ନୃସିଂହ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ପ୍ରଥମେ ମଙ୍ଗଳା ଆଳତି କରାଯାଇ ମଜନ କରାଯାଇଥିଲା । ଏହାପରେ ମହାସ୍ନାନ, ନୂତନ ବସ୍ତ୍ର ପରିଧାନ, ଫୁଲ ମଙ୍ଗଳାର୍ପଣ ପୂଜା, ପଣା ଓ ଫଳ ଭୋଗ ଲାଗୁ ହୋଇଛି ବୋଲି ଭାଗିରଥି ପୂଜାପଣ୍ଡା ସୂଚନା ଦେଇଛନ୍ତି ।