


ବ୍ରହ୍ମପୁର(ସମୃଦ୍ଧଓଡିଶା) ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ କଲେ ଓ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଫ୍ରେଣ୍ଡସ ୱେଲଫର କ୍ଲବ। କ୍ଲବର ଫାଉଣ୍ଡର ପ୍ରେସିଡେଣ୍ଟ ଏ ଲକ୍ଷ୍ମୀନାରାୟଣ (ବାବୁ ) ଙ୍କ ନେତୃତ୍ୱରେ ବର୍ତ୍ତମାନର ସଭାପତି k ଶ୍ରୀନିବାସ , ସମ୍ପାଦକ ବି ଭେଙ୍କଟ ରାଓ , ch ଦୁର୍ଗା ପ୍ରସାଦ , କେ ଗୋପୀ , ଏମ ସୁରେଶ ପ୍ରମୁଖ ସଭ୍ୟମାନେ ଅଂଶ ଗ୍ରହଣ କରି ଥିଲେ ।
ମହାନ୍ ସଂଘ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ

ବ୍ରହ୍ମପୁର 23/1/2023 ନେତାଜୀ ସୁଭାଷ ବୋଷ ଙ୍କ ପରି ସୁପୁତ୍ର ପାଇ ଭାରତ ମାଟି ଧନ୍ୟ ହୋଇଛି।ବୀର ସ୍ଵାଧୀନ ସଂଗ୍ରାମୀ ଙ୍କ ଜନ୍ମ ଜୟନ୍ତୀ ଅବସରରେ ମହାନ ସଂଘ ଓ ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ପକ୍ଷ ରୁ ସକାଳେ ନେତାଜୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ସଂଘର କାର୍ଯ୍ୟାଳୟରେ ସ୍ମୃତିଚାରଣ କରାଯାଇଥିଲା।ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ, ଶ୍ରୀ ଭୀଷ୍ମଚାର୍ୟ୍ଯ ଚଉଧୁରୀ, ସୁରେଶ ତ୍ରିପାଠୀ, ଇ. ତେଜେଶ୍ୱର୍ ରାଓ ଶ୍ରୀ ସଉମିକ ସାହୁ, ଶ୍ୟାମ ଦତ୍ତ ଦାଶ , ଶ୍ରୀ ପ୍ରଭାକର ସାହୁ, ପ୍ରମୋଦ ମହାରଣା, ସବିତା ସାହୁକାର, ବାସୁଦେବ ସାହୁକାର, ଙ୍କ ସମେତ ବହୁ ସଭ୍ୟ ଅଂଶଗ୍ରହଣ କରିଥିଲେ।