

ପୁରୀ (ସମୃଦ୍ଧ ଓଡିଶା) ଆଜି ବିଶ୍ୱ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥ ଯାତ୍ରା । ଏହି ଅବସରରେ ପୁରୀ ବଡ ଦାଣ୍ଡରେ ଚଳଚଞ୍ଚଳ ହୋଇ ଉଠିଛି । ଏହାସହ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପାଳନ ହୋଇଥିବା ବେଳେ ବିଦେଶରେ ମଧ୍ୟ ବିଭିନ୍ନ ଜାଗାରେ ରଥ ଯାତ୍ରା ପାଳନ କରାଯାଇଥିବା ଦେଖିବାକୁ ମିଳିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
















