

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ଆଜି ବିଶ୍ୱ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା । ବିଭିନ୍ନ ସହରରେ ରଥ ଯାତ୍ରା ପାଳନ କରାଯାଇଛି । ଏହି ଅବସରରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ନୁଆଁଗଡ଼, ପ୍ରତାପଗିରି ଓ ପୁଡ଼ାମାରି ଗ୍ରାମରେ ସାନଖେମୁଣ୍ଡି ବିଧାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହାପରେ ତିନି ଠାକୁରଙ୍କୁ ଦର୍ଶନ କରି ସମସ୍ତଙ୍କ ମଙ୍ଗଳକାମନା କରିଥିଲେ ଯୁବରାଜ । ଏହି କାର୍ଯ୍ୟକ୍ରମରେ ବହୁ ସଧାଳୁ ଉପସ୍ଥିତ ହୋଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

