

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ବିଧାନସଭା ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଡ଼ଃ ତିରୁପତି ପାଣିଗ୍ରାହୀ ଓ ଡ଼ଃ ରୂପେଶ ପାଣିଗ୍ରାହୀ ଆଜି କାଶିନଗର ବ୍ଲକ ଓ ଗୁମା ବ୍ଲକର ବିଭିନ୍ନ ଗାଁ ବୁଲି ମାରାଥନ ରାଲି କରିଛନ୍ତି । ପ୍ରତ୍ୟେକ ଗାଁରେ ହଜାର ହଜାର ସମର୍ଥକ ସ୍ୱାଗତ ଜଣାଇଛନ୍ତି ସମସ୍ତେ ମାଟି ହାଣ୍ଡି ଚିହ୍ନ ଓ ତିରୁପତି ପାଣିଗ୍ରାହୀଙ୍କୁ ବିଜୟୀ କରିବୁ ବୋଲି ପ୍ରତିସୃତି ଦେଇଛନ୍ତି ।
ରିପୋର୍ଟ : ଦାମୋଦର ପାଢ଼ୀ