

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଦିନ ସନ୍ଧ୍ୟା ୦୬ ଘଣ୍ଟା ସମୟରେ ହିଲ୍ ପାଟଣା ସ୍ଥିତ ଏସ୍.ଏମ୍.ଆଇ.ଟି ସଭା ଗୃହରେ ପୂର୍ବତନ କାଉନସିଲର, କର୍ପୋରେଟର ସଂଘର ସଭାପତି ଭିମୁଡୁଙ୍କ ନେତୃତ୍ୱରେ ପୂର୍ବତନ କାଉନସିଲର ତଥା ପୂର୍ବତନ ବିସିସି ବେଙ୍କ ସଭାପତି ସ୍ୱର୍ଗତ ଅଲେଖ ଚୌଧୁରୀ ଓ ପୂର୍ବତନ କାଉନସିଲର ସୁବାଷ ଚନ୍ଦ୍ର ପାଠୀଙ୍କ ଉଧ୍ୟସରେ ଶୋକସଭା ଅନୁଷ୍ଠିତ ହୋଇଥିଲା ଉକ୍ତ ଶୋକସଭାରେ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହ ତାଙ୍କ ଜୀବନୀ ବିଷୟରେ ଗୁଣଗାନ କରାଯାଇ ଅଶୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ଶୋକସଭାରେ ଭଗବାନ ଗନ୍ତାୟତ, ଜାମୁଳା ଶଙ୍କର ନାରାୟଣ, ଟି ଗୋପି, ରାମକୃଷ୍ଣ ସାହୁ, ସିମାଞ୍ଚଳ ପଟ୍ଟନାୟକ, ଜଗନ୍ନାଥ ସାବତ, ଶିବ ସାହାଣୀ, ବିଜୟ ଚନ୍ଦ୍ର ସାମଲ, ଜାମୁଲା ସୁଷମା ରାଣୀ, ନିରଞ୍ଜନ ଜେନା, ପ୍ରଦୀପ କୁମାର ସତପଥି, ସୁବାଷ ଚନ୍ଦ୍ର ମହାରଣା, ଏନ୍ ଆପାରାଓ, ଭିଷ୍ମାଚାର୍ଯ୍ୟ ଚୌଧୁରୀ, ଧବଳ ବେହେରା, ଡି ସୂର୍ଯ୍ୟ ପ୍ରକାଶ ରାଓ, ରହିତ ଦାସ, ଏନ୍ ହରିକୃଷ୍ନ, ଅଶୋକ ସାହୁ, ବିନୟ କୁମାର ପାଢ଼ୀ, ଶରତ କୁମାର ପଣ୍ଡା, ସୁରେଶ ଚନ୍ଦ୍ର ତ୍ରିପାଠୀ, ଆନାନ୍ଦା ରାଓ ଚାରି, ଏଲ୍ ହରି ନାଥଙ୍କ, ତ୍ରିଲୋଚନ ନାହାକ, ସହ ବହୁ ପୂରାତନ କାଉନସିଲର ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
