

ବିଶାଖାପାଟଣା(ସମୃଦ୍ଧ ଓଡିଶା) ତେଲୁଗୁ ଦେଶମ ପାର୍ଟି ସୁପ୍ରିମୋ ତଥା ପୂର୍ବତନ ମୂଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ବିଶାଖାପାଟଣା ତେଲୁଗୁ ଦେଶମ ପାର୍ଟି ଅଫିସରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସେ ଗତକାଲି ବିଶାଖାପାଟଣା ଗସ୍ତରେ ଆସି ନିଜ କର୍ମୀମାନଙ୍କ ସହ ଆଲୋଚନା କରିଥିଲେ ।ଏହି ଅବସରରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।