


ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ କାର୍ଯ୍ୟାଳୟ ଠାରେ ମୋ ଗେହ୍ଲା ଝିଅ ଶୁଭରାମ୍ଭ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଶୁଭରାମ୍ଭ କରିଛନ୍ତି । ପୋଲସରା ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷା, ବିଡ଼ିଓ, ତହସିଲିଦାର, ସିଡିପିଓ ଓ ଅଙ୍ଗନାୱାର୍ଡି କର୍ମୀ ଏବଂ କନ୍ୟା ସନ୍ତାନର ଜନନୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା