

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ପ୍ରାର୍ଥୀ ଶ୍ରୀକାନ୍ତ ସାହୁ ଦଳୀୟ କର୍ମୀମାନଙ୍କୁ ନେଇ ନିର୍ବାଚନ ପ୍ରଚାର କରିଛନ୍ତି । ସେ ପୋଲସରା ବ୍ଲକର ରୁମାଗଡ଼ ଗ୍ରାମକୁ ଯାଇ ଭୋଟରମାନଙ୍କୁ ବିଜୁ ଜନତା ଦଳର ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଭୋଟ ଭିକ୍ଷା କରିଥିଲେ । ଏହାସହ ଓଡ଼ିଆ ସିନେମା ଚଳଚିତ୍ର ଜଗତର ହିରୋଇନି ପ୍ରିୟା ଏବଂ ନନ୍ଦିନୀ ଏହି ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


