

ଭଞ୍ଜନଗର/ଗାଙ୍ଗପୁର (ସମୃଦ୍ଧ ଓଡିଶା) କୋରନା କଟକଣା ଲାଗୁ ସତ୍ୱେ ଗାଙ୍ଗପୁର ପୋଲିସ ଇଲାକର ନିମିନା ଗ୍ରାମରେ ଚାଲିଥିବା ଜୁଆ ଆଡା ଉପରେ ଗାଙ୍ଗପୁର ପୋଲିସ ଚଢ଼ାଉ କରି ୪ଜଣ ଜୁଆଡିଙ୍କୁ ଗିରଫ କରିଥିବା ଜଣାପଡିଛି । ଏଥି ସହିତ ସେମାନଙ୍କ ଠାରୁ ନଗଦ ୧୦୧୬୦ ଟଙ୍କା ଓ ତିନୋଟି ମୋବାଇଲ ଜବତ କରାଯାଇଥିବା ସୂଚନା ମିଳିଛି ।
ରିପୋର୍ଟ : ନିଲୁ ବିଷୋୟୀ