

ଢେଙ୍କାନାଳ (ସମୃଦ୍ଧ ଓଡିଶା) ମହାବାତ୍ୟା ଫନିର ପ୍ରଭାବରେ ଢେଙ୍କାନାଳ ସହରରେ ବସଷ୍ଟାଣ୍ଡ ନିକଟରେ ଟ୍ରାଫିକ ଛକ ପାଖରେ ଟ୍ରାଫିକ ସିଗନାଲ ଖୁଣ୍ଟି ଦୁଇଟି ଉପୁଡି ଯାଇଛି । ଦୀର୍ଘ ୬ ଦିନ ବିତି ଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ଏ ଯାଏଁ ଦୃଷ୍ଟି ଦେଇ ନଥିବା ଜଣାପଡିଛି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ କରିବା ସହ ଅଭିଯୋଗ କରିଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି