

ବଡ଼ବିଲ(ସମୃଦ୍ଧ ଓଡିଶା)ବଡ଼ବିଲ ରେ ପାଳିତ ହେଲା ସ୍ୱୟତା ଶାସନ ଦିବସ. ଗତକାଲି ସକାଳୁ ବଡ଼ବିଲ ପୌର ପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଯାଇଛି ସକାଳୁ ପୌରପାଳିକା କାର୍ଯ୍ୟଳୟରେ ନଗରପାଳ ଶ୍ରୀ ଲଖଣ ମହାନ୍ତ ପତକା ଉତୋଳନ କରିଥିଲେ ‘ ଏବଂ ପରେ ସଫଈ କର୍ମଚାରୀ ମାନଙ୍କୁ ନୂତନ ବସ୍ତ୍ର ବଣ୍ଟନ କରାଯିବା ସହ ସହର ରେ ଥିବା ସମସ୍ତ ବରପୁତ୍ର ଙ୍କ ପ୍ରତି ମୁର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା ‘ ପନ୍ଦର ଟି ୱାର୍ଡ ର କାଉଁସିଲର ଓ ପୌରଦକ୍ଷ ଶ୍ରୀ ଲଖଣ ମହାନ୍ତ ପୌରାଧିକାରୀ ଶ୍ରୀ ଅଭିଷେକ ପଣ୍ଡା ସମସ୍ତ ପୌର କର୍ମଚାରୀ ଉପସ୍ଥିତ ରହି ବଡ଼ବିଲ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଫଳ ବଣ୍ଟନ ପରେ ବଡ଼ବିଲ ଉପକାର ଗାର ରେ ଫଳ ବଣ୍ଟନ କରାଯାଇଥିଲା ଆଜି ସନ୍ଧ୍ୟାରେ ଏକ ସଭା ସାଙ୍ଗକୁ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମର ହଇଛି ବୋଲି ନଗର ପାଳ ଶ୍ରୀ ମହାନ୍ତ କହିଛନ୍ତି I
ରିପୋର୍ଟ : ରଜତ କୁମାର ମହାପାତ୍ର