![ବନ୍ଦେମାତାରାମ ଡ୍ୟାନ୍ସ ସ୍କୁଲ କଳାକାରମାନଙ୍କୁ ଚଇତିରେ ପର୍ବରେ ସମ୍ମାନିତ…](https://i0.wp.com/www.samrudhaodisha.com/wp-content/uploads/2019/12/WhatsApp-Image-2019-12-29-at-3.46.58-AM.jpeg?fit=1024%2C512&ssl=1)
![](https://i0.wp.com/www.samrudhaodisha.com/wp-content/uploads/2019/12/WhatsApp-Image-2019-12-29-at-3.46.57-AM.jpeg?resize=640%2C320&ssl=1)
ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ବନ୍ଦେ ମାତାରଂ ଡାନ୍ସ ଓ ସଙ୍ଗୀତ ସ୍କୁଲର କଳାକାରମାନେ ପ୍ରଶାନ୍ତ ପଟ୍ଟନାୟକ ଓ ରାଧାରାଣୀ ପଟ୍ଟନାୟକ ନେତୃତ୍ୱରେ ରାୟଗଡା ଜିଲ୍ଲାର ଗଣ ପର୍ବ ଚଇତିରେ ନୃତ୍ୟୁ ପ୍ରଦର୍ଶନ କରି ସେଠାକାର ଦର୍ଶକ ଓ ପ୍ରଶାସନ ତରଫରୁ ପ୍ରଶଂସିତ ହୋଇଛନ୍ତି । ସୌରା ଆଦିବାସୀ ନୁତ୍ୟ ପ୍ରଦର୍ଶନ କରି ବନ୍ଦେ ମତାରାମ କଳାକାର ସାମ୍ବାଦିକ ଶିଶିର କୁମାର ଗୌଡ଼, ରାଜୀବ ପଣ୍ଡା, ସତ୍ୟାପଟ ଲୋକନାଥ ପଟ୍ଟନାୟକ, ଯସନା ଶବର, ଇତିନା ଗମାଙ୍ଗ, ଭାଗ୍ୟଳତା ଦେବୀ, ସାଗରିକ ପ୍ରମୁଖ ପ୍ରଶଂସିତ ହୋଇଛନ୍ତି । କାର୍ଯ୍ୟକ୍ରମ ଶେଷରେ କଳାକାରମାନଙ୍କୁ ସ୍ଥାନୀୟ ଉପଜିଲ୍ଲାପାଳ ସମ୍ମାନିତ କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା
![](https://i0.wp.com/www.samrudhaodisha.com/wp-content/uploads/2019/12/WhatsApp-Image-2019-12-29-at-3.46.58-AM-1.jpeg?resize=640%2C320&ssl=1)