
ଢେଙ୍କାନାଳ (ସମୃଦ୍ଧ ଓଡିଶା) ବିହାରରୁ ଆସି ଗୁପଚୁପ ବିକୁଥିବା ବିକାଳୀଙ୍କ ସମେତ କିଛି ଗରିବ ଖଟିଖିଆ ଲୋକମାନଙ୍କୁ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ଢେଙ୍କାନଳର ବିଧାୟକ ସୁଧୀର କୁମାର ସାମଲଙ୍କ ନିର୍ଦ୍ଦେଶ କ୍ରମେ ଢେଙ୍କାନାଳ ବିଜୁ ଛାତ୍ର ଜନତା ଦଳ ତରଫରୁ ସଭାପତି ସୁରଜ ମହାପାତ୍ରଙ୍କ ନେତୃତ୍ୱରେ ରାସନ ସାମଗ୍ରୀ ତଥା ଚାଉଳ, ଡାଲୀ, ଚିନି, ଚୁଡା, ତେଲ, ଲୁଣ ଓ ପନିପରିବା ସହ ମାସ୍କ ବଣ୍ଟନ କରି ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରାଇଛନ୍ତି ।
ରିପୋର୍ଟ : ସଞ୍ଜୟ କୁମାର ପଣ୍ଡା
