

କଟକ (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏହି ପରିସ୍ଥିତିରେ ଛାତ୍ର ନେତା ବିଶ୍ୱଜିତ ଜେନା ଅଗରପଡା ବଜାରରେ ବୁଲି ଦୈନିକ ଦୋକାନୀମାନଙ୍କୁ ମାସ୍କ ବାଣ୍ଟିବା ସହିତ ଲୋକମାନଙ୍କୁ ସଚେତନ ରହିବା ସହ ଅତି ଜରୁରୀ କାମ ନ ଥିଲେ ବାହାରକୁ ନ ବାହାରିବାକୁ ଓ ସାବୁନ, ସାନିଟାଇଜରରେ ହାତ ଧୋଇ ବାକୁ ପରାମର୍ଶ ଦେଇଥିଲେ ।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ
