Berhampur(ଦକ୍ଷିଣାଞ୍ଚଳ ଖବର) ବିଜେଡ଼ି ସୁପ୍ରିମ ନବୀନ ପଟ୍ଟନାୟକ ଆସନ୍ତାକାଲି କରିବେ ପ୍ରାର୍ଥୀ ପତ୍ର ଦାଖଲ… ସମୃଦ୍ଧ ଓଡିଶା March 19, 2019 1 min read Share this:FacebookX ଛତ୍ରପୁର (ସମୃଦ୍ଧ ଓଡିଶା) ଆସନ୍ତାକାଲି ହିଞ୍ଜିଳିକାଟୁ ବିଧାନସଭା ଆସନ ପାଇଁ ବିଜେଡ଼ି ସୁପ୍ରିମ ନବୀନ ପଟ୍ଟନାୟକ ପ୍ରାର୍ଥୀ ପତ୍ର ଦାଖଲ କରିବେ । ସେ ଆସନ୍ତାକାଲି ଛତ୍ରପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି ପ୍ରାର୍ଥୀ ପତ୍ର ଦାଖଲ କରିବେ ବୋଲି ସୂଚନା ଦେଇଛନ୍ତି । ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା Like this:Like Loading... Continue Reading Previous: କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା:ଜାଣନ୍ତୁ କିଏ କେଉଁଠି କେଉଁ ଟିକଟ ପାଇଛନ୍ତି…Next: ଚତୁର୍ଥ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ କଟକ କ୍ରୀଡ଼ା ଛାତ୍ରାବାସ ଚାମ୍ପିଅନ… Related Stories 1 min read Berhampur(ଦକ୍ଷିଣାଞ୍ଚଳ ଖବର) Bhubaneswar Top News “ମହାଶିବରାତ୍ରୀ ଦିନ ଅମୃତ ଜଳ ବିତରଣ” ସମୃଦ୍ଧ ଓଡିଶା February 23, 2025 1 min read Berhampur(ଦକ୍ଷିଣାଞ୍ଚଳ ଖବର) Education Important News “ସାଇକ୍ଳୋଥନ” – ସକ୍ଷମ ୨୦୨୫ ସଚେତନତା କାର୍ଯ୍ୟକ୍ରମ ସମୃଦ୍ଧ ଓଡିଶା February 23, 2025 1 min read Berhampur(ଦକ୍ଷିଣାଞ୍ଚଳ ଖବର) Political News ବାଣପୁରର ଭୀମପୁର ଗ୍ରାମବାସୀଙ୍କ ତରଫରୁ ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସମୃଦ୍ଧ ଓଡିଶା February 17, 2025