
ଗୋପାଳପୁର (ସମୃଦ୍ଧ ଓଡିଶା) ବିଜେଡିରୁ ଗୋପାଳପୁର ବିଧାୟକ ପ୍ରାର୍ଥୀ ରୂପେ ପ୍ରଦୀପ ପାଣିଗ୍ରାହୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ । ପ୍ରଦୀପ ପାଣିଗ୍ରାହୀ ଏବେ ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଥିଲେ । ବର୍ତ୍ତମାନ ସେ ଗୋପାଳପୁର ବିଧାୟକ ପ୍ରାର୍ଥୀ ରୂପେ ଟିକଟ ପାଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା