ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଜି ବିଯୁଜନତା ଦଳର ପ୍ରାର୍ଥୀ ତାଲିକା ଘୋଷଣା କଲେ ବିଜେଡ଼ି ସୁପ୍ରିମ ନବୀନ ପଟ୍ଟନାୟକ । ଜାଣନ୍ତୁ କାହାକୁ କେଉଁ ଠାରେ ଟିକଟ ମିଳିଛି –
ପ୍ରାର୍ଥୀଙ୍କ ନାମ ବିଧାନସଭା ଓ ଲୋକସଭା —
- ମଞ୍ଜୁଳା ସ୍ୱାଇଁ – ଆସିକା (ବିଧାନସଭା)
- ପ୍ରମିଳା ବିଷୋୟୀ – ଆସିକା (ଲୋକସଭା)
- ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ – ସୋରଡ଼ା (ବିଧାନସଭା)
- ନନ୍ଦିନୀ ଦେବୀ – ସାନଖେମୁଣ୍ଡି (ବିଧାନସଭା)
- ଶ୍ରୀକାନ୍ତ ସାହୁ – ପୋଲସରା (ବିଧାନସଭା)
- ନବୀନ ପଟ୍ଟନାୟକ – ହିଞ୍ଜିଳି (ବିଧାନସଭା)
- ଲତିକା ପ୍ରଧାନ – କବିସୂର୍ଯ୍ୟନଗର (ବିଧାନସଭା)
- କେ.କେ ସୂର୍ଯ୍ୟମଣି ବୈଦ୍ୟ – ଖଲ୍ଲିକୋଟ (ବିଧାନସଭା)
- ପ୍ରସନ୍ନ ଆଚାର୍ଯ୍ୟ – ବରଗଡ଼ (ଲୋକସଭା)
- ଦେବେଶ ଆଚାର୍ଯ୍ୟ – ବରଗଡ଼ (ବିଧାନସଭା)
- ସ୍ନେହାଙ୍ଗିନୀ ଛୁରିଆ – ଅତାବିରା (ବିଧାନସଭା)
- ସୁଶାନ୍ତ ସିଂହ – ଭଟଲି (ବିଧାନସଭା)
- ବିଜୟ ରଞ୍ଜନ ସିଂହ ବରିହା – ପଦମପୁର (ବିଧାନସଭା)
- ନବୀନ ପଟ୍ଟନାୟକ – ବିଜେପୁର (ବିଧାନସଭା)
- ନବ କିଶୋର ଦାସ – ଝାରସୁଗୁଡା (ବିଧାନସଭା)
- କଳିକେଶ ନାରାୟଣ ସିଂହଦେଓ – ବଲାଙ୍ଗୀର (ଲୋକସଭା) –
- ଟୁକୁନି ସାହୁ – ଟିଟିଲାଗଡ (ବିଧାନସଭା)
- ସରୋଜ ମେହେର – ପାଟଣାଗଡ଼ (ବିଧାନସଭା)
- ନିରଞ୍ଜନ ପୂଜାରୀ – ସୋନପୁର (ବିଧାନସଭା)
- ଅଜୟ ଦାସ – କଣ୍ଟାବାଞ୍ଜି (ବିଧାନସଭା)
- ପଦ୍ମନାଭ ବେହେରା – ବିରାମହାରାଜପୁର (ବିଧାନସଭା)
- ପୁଷ୍ପେନ୍ଦ୍ର ସିଂହଦେଓ – କଳାହାଣ୍ଡି (ଲୋକସଭା)
- ଦୁଷ୍ମନ୍ତ ନାୟକ – ଭବାନୀପାଟଣା (ବିଧାନସଭା)
- ଭୂପିନ୍ଦର ସିଂହ – ନର୍ଲା (ବିଧାନସଭା)
- ଦିବ୍ୟଶଙ୍କର ମିଶ୍ର – କୁନାଗଡ଼ (ବିଧାନସଭା)
- ମହୌସଧି ବାଗ – ଧର୍ମଗଡ (ବିଧାନସଭା)
- ରାଜେନ୍ଦ୍ର ଢୋଲକିଆ – ନୂଆପଡା (ବିଧାନସଭା)
- ଲମ୍ବୋଦର ନିଆଲ – ଖରିଆର (ବିଧାନସଭା)
- ଅଚ୍ୟୁତ ସାମନ୍ତ – କନ୍ଧମାଳ (ଲୋକସଭା)
- ଚକ୍ରଧର କହଁର – ବାଲିଗୁଡା (ବିଧାନସଭା)
- ସାଲୁଗା ପ୍ରଧାନ – ଜି.ଉଦୟଗିରୀ (ବିଧାନସଭା)
- ପ୍ରଦୀପ ଅମାତ – ବୌଦ୍ଧ (ବିଧାନସଭା)
- ମହୀଧର ରଣା – କଣ୍ଟାମାଳ (ବିଧାନସଭା)
- ବିକ୍ରମ କେଶରୀ ଆରୁଖୁ – ଭଞ୍ଜନଗର (ବିଧାନସଭା)
- ରମେଶ ବେହେରା – ଦଶପଲ୍ଲା (ବିଧାନସଭା)
- କୌଶଲ୍ୟା ହିକକା – କୋରାପୁଟ (ଲୋକସଭା)
- ଜଗନ୍ନାଥ ସାରକା – ବିଷମ କଟକ (ବିଧାନସଭା)
- ରଘୁନାଥ ଗମାଙ୍ଗ – ଗୁଣୁପୁର (ବିଧାନସଭା)
- ଲାଲ ବିହାରୀ ହିମିରିକା – ରାୟଗଡା (ବିଧାନସଭା)
- ରଘୁନାଥ ପଡାଲ – କୋରାପୁର (ବିଧାନସଭା)
- ପ୍ରଭୁ ଯାନୀ – ଲକ୍ଷ୍ମୀପୁର (ବିଧାନସଭା)
- ରବି ନାରାୟଣ ନନ୍ଦ – ଜୟପୁର (ବିଧାନସଭା)
- ରମେଶ ଚନ୍ଦ୍ର ମାଝି – ନବରଙ୍ଗପୁର (ଲୋକସଭା)
- ସର୍ବେଶ୍ଵର ପ୍ରଧାନୀ – ନବରଙ୍ଗପୁର (ବିଧାନସଭା)
- ସୁବାସ ଗଣ୍ଡ – ଉମରକୋଟ (ବିଧାନସଭା)
- ମନୋହର ରନ୍ଧାରୀ – ଡାବୁଗାଁ (ବିଧାନସଭା)
- ପଦ୍ମିନୀ ଦିଆନ – କୋଟପାଡ (ବିଧାନସଭା)
- ପୂର୍ଣ୍ଣଚନ୍ଦ୍ର ବାକା – ଚିତ୍ରକୋଣ୍ଡା (ବିଧାନସଭା)
- ସୁନିତା ବିଶ୍ୱାଳ – ସୁନ୍ଦରଗଡ (ଲୋକସଭା)
- ଯୋଗେଶ କୁମାର ସିଂହ – ସୁନ୍ଦରଗଡ (ବିଧାନସଭା)
- ମଙ୍ଗଳା କିଷାନ – ରାଜଗାଙ୍ଗପୁର (ବିଧାନସଭା)
- ଷ୍ଟିଫେନ ସୋରେନ – ତଳସରା (ବିଧାନସଭା)
- ସାରଦା ପ୍ରସାଦ ନାୟକ – ରାଉରକେଲା (ବିଧାନସଭା)
- ସୁବ୍ରତ ତରାଇ – ରଘୁନାଥପାଲି (ବିଧାନସଭା)
- ରଞ୍ଜିତ କିସାନ – ବଣାଇ (ବିଧାନସଭା)
- ଚନ୍ଦ୍ରଶେଖର ସାହୁ – ବ୍ରହ୍ମପୁର (ଲୋକସଭା)
- ବିକ୍ରମ କୁମାର ପଣ୍ଡା – ବ୍ରହ୍ମପୁର (ବିଧାନସଭା)
- ପ୍ରଦୀପ କୁମାର ପାଣିଗ୍ରାହୀ – ଗୋପାଳପୁର (ବିଧାନସଭା)
- ସୂର୍ଯ୍ୟନାରାୟଣ ପାତ୍ର – ଦିଗପହଣ୍ଡି (ବିଧାନସଭା)
- ଉଷା ଦେବୀ – ଚିକିଟି (ବିଧାନସଭା)
- ପୂର୍ଣ୍ଣବାସୀ ନାୟକ – ମୋହନା (ବିଧାନସଭା)
- କଲ୍ୟାଣୀ ଗଜପତି – ପାରଳାଖେମୁଣ୍ଡି (ବିଧାନସଭା)
- ସୁବାସ ଚନ୍ଦ୍ର ବେହେରା – ଛତ୍ରପୁର (ବିଧାନସଭା)
ରିପୋର୍ଟ : ଆକାଶ ମିଶ୍ର