

ଛତ୍ରପୁର (ସମୃଦ୍ଧ ଓଡିଶା) ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚ।ର କାର୍ଯ୍ୟ ମଧ୍ୟ ସେତେ ଜୋର ହେବାକୁ ଲାଗିଛି । ଛତ୍ରପୁର ନିର୍ଵାଚନ ମଣ୍ଡଳୀରେ ସବୁ ପାର୍ଟି ପକ୍ଷରୁ ପ୍ରଚ।ର କାର୍ଯ୍ୟକୁ ଜୋରଜାର କରାଯାଉଛି । ଗତକାଲି ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଜେପି ପାଇଁ ଓଡିଆ ଚଳଚ୍ଚିତ୍ର ଅଭିନେତ୍ରୀ ଅନୁ ଚୈ।ଧୁରୀ ଛତ୍ରପୁର ବିଧ।ନସଭ। ପ୍ରାର୍ଥୀ ପ୍ରଶ।ନ୍ତ କର ଓ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ପ।ଇଁ ପ୍ରଚ।ର କରିଥିଲେ । ଓଡିଆ ଚଳଚ୍ଚିତ୍ର ଅଭିନେତ୍ରୀ ଅନୁ ଚୈ।ଧୁରୀ ଦୁଇ ଭୃଗୁ ଓ ପ୍ରଶ।ନ୍ତଙ୍କ ସହିତ ସ୍ଥ।ନୀୟ ଦେବୀନଗର ଠ।ରୁ ଏକ ବିର।ଟ ଶୋଭ।ଯ।ତ୍ର।ରେ ସହର ପରିକ୍ରମ। କରି ଦୁଇ ପ୍ର।ର୍ଥୀଙ୍କୁ ବିଜେପି ତଥା ପଦ୍ମ ଚିହ୍ନରେ ଭୋଟ ଦେବ।କୁ ଅନୁରୋଧ କରିଥିଲେ । ରାଜ୍ୟରେ ବିଜେପି ସରକାର ଆସିଲେ ଲୋକମାନଙ୍କ ବହୁ ପରିବର୍ତ୍ତନ ହେବ ବୋଲି ସେ କହିଥିଲେ । ଛତ୍ରପୁର ସମେତ ହୁମ୍ମ।, ଗଞ୍ଜ।ମ ଓ ସୁନ୍ଦରପୁରରେ ଏହି ପ୍ରଚାର କରାଯାଇଛି । ଏହା ଶୋଭାଯାତ୍ରାରେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶ।ନ୍ତ ନ।ୟକ, ଛତ୍ରପୁର ବିଜେପି ନଗର ସଭ।ପତି ପ୍ରଦୀପ କୁମ।ର ପାଢୀଙ୍କ ସମେତ ବହୁ ସଂଖ୍ୟାରେ ବିଜେପି କର୍ମୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ଚରଣ ପଣ୍ଡା




