

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ୨୬/୧୧/୦୮ରେ ହୋଇଥିବା ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା ସୈନିକ ମାନଙ୍କୁ ମନେପକାଇ ଗୋସାଣୀ ନୂଆ ଗାଁ ରଘୁନାଥ ମଠରେ ବିଜେପି ଯୁବମୋର୍ଚ୍ଚା ତରଫରୁ ସହିଦ ମାନଙ୍କ ସ୍ମୃତିଚାରଣ କରି ଦ୍ଵୀପ ପ୍ରଜ୍ବଳନ କରାଯାଇଛି । ଏଥିରେ କିଷାନ ପଣ୍ଡା, ଅନିଲ ସାହୁ, ଆଶୁତୋଷ ପାତ୍ର, ଦିନେଶ ଦାସ, ବିଶ୍ଵ ସମ୍ବାଦ କେନ୍ଦ୍ରର ପ୍ରମୁଖ ପ୍ରହଲ୍ଲାଦ ପାଣିଗ୍ରାହୀ, ନର୍ମଦା ମଣି, ସୋନ୍ତୋଷି ଦାସ, ରାମ ପାତ୍ର, କିରଣ ସାହୁ, ରବି ସାବତ, କମଳ ପାତ୍ର, ଶିବ ପାଣିଗ୍ରାହୀ, ଦେବାଶିଷ ସାହୁ, ଗଜେନ୍ଦ୍ର ଚୌଧୁରୀ, ଅର୍ଜୁନ ଜେନା, ଅର୍ଜୁନ ପଣ୍ଡା, ଚିତ୍ତ ରଂଜନ ସାହୁ, ବ୍ରହ୍ମାନନ୍ଦ ସାହୁ, ସୁଶାନ୍ତ ସାହୁ, ସାଗର ଗୌଡ଼, ଦେବୁନ ପଟ୍ଟନାୟକ, ବିନୋଦ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।