Berhampur(ଦକ୍ଷିଣାଞ୍ଚଳ ଖବର) ବୁଗୁଡା ଏନଏସିରେ ଶ୍ରୀରାମ ଚରିତ ମାନସ ଅନୁଷ୍ଠିତ… ସମୃଦ୍ଧ ଓଡିଶା February 15, 2020 1 min read Share this:FacebookX ପୋଲସରା (ସମୃଦ୍ଧ ଓଡିଶା) ବୁଗୁଡା ଏନଏସିର ଓଡ଼ିଆ ସାହି ଠାରେ ଶ୍ରୀରାମ ଚରିତ ମାନସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ ଲୋକମାନଙ୍କୁ ଆଧ୍ୟାତ୍ମିକ ବିଷୟରେ ପ୍ରବଚନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ । ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା Like this:Like Loading... Continue Reading Previous: ନାମ୍ପୋ ସରକାରୀ ପ୍ରାଥମିକ ବିଦ୍ୟାଳୟର ୧୩୮ତମ ବାର୍ଷିକ ଉତ୍ସବ…Next: ଅଙ୍ଗନୱାଡି କେନ୍ଦ୍ରରେ ପ୍ଲାଷ୍ଟିକ ଅଣ୍ଡା ପ୍ରଦାନ ଅଭିଯୋଗ… Related Stories 1 min read Berhampur(ଦକ୍ଷିଣାଞ୍ଚଳ ଖବର) Bhubaneswar Top News “ମହାଶିବରାତ୍ରୀ ଦିନ ଅମୃତ ଜଳ ବିତରଣ” ସମୃଦ୍ଧ ଓଡିଶା February 23, 2025 1 min read Berhampur(ଦକ୍ଷିଣାଞ୍ଚଳ ଖବର) Education Important News “ସାଇକ୍ଳୋଥନ” – ସକ୍ଷମ ୨୦୨୫ ସଚେତନତା କାର୍ଯ୍ୟକ୍ରମ ସମୃଦ୍ଧ ଓଡିଶା February 23, 2025 1 min read Berhampur(ଦକ୍ଷିଣାଞ୍ଚଳ ଖବର) Political News ବାଣପୁରର ଭୀମପୁର ଗ୍ରାମବାସୀଙ୍କ ତରଫରୁ ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସମୃଦ୍ଧ ଓଡିଶା February 17, 2025