

ଛତ୍ରପୁର (ସମୃଦ୍ଧ ଓଡିଶା) ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ବୁଧେଶ୍ୱର ଗ୍ରାମ ବିଭିନ୍ନ ସମସ୍ୟା ଘେରରେ ରହିଥିବା ସୂଚନା ମିଳିଛି । ଯାହାକୁ ନେଇ ଗ୍ରାମର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ କରିବା ସକାଶେ ୬୦ନଂ ଜୋନର ଜିଲ୍ଲା ପରିଷଦ ଶ୍ରୀ ଗଦାଧର ସ୍ୱାଇଁଙ୍କୁ ଗ୍ରାମବାସୀମାନେ ସାକ୍ଷାତ କରି ଜଣାଇବା ସହ ଯଥାଶୀଘ୍ର ସମସ୍ୟାର ସମାଧାନ କରିବା ନିମନ୍ତେ ଦାବି କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା