ଢେଙ୍କାନାଳ (ସମୃଦ୍ଧ ଓଡିଶା) ଯୁବକଙ୍କୁ ରୋଜଗାର ଦାବିରେ ଏବଂ ପିସି ବିରୋଧରେ ଭାରତୀୟ ଜନତା ଯୁବମୋର୍ଚ୍ଚା ଢେଙ୍କାନାଳ ତରଫରୁ ସ୍ଥାନୀୟ ପିଡବ୍ଲୁଡି ଅଫିସ ନିକଟରେ ଏକ ବିରୋଧ ସଭା କରାଯାଇଥିଲା । ଜିଲ୍ଲା ବିଜେପିର ବରିଷ୍ଠ ନେତା ରାମଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏହି ସଭାରେ ଯୋଗ ଦେଇଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି