

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବୀ କରି ଓକିଲ ସଙ୍ଘର ଧର୍ମଘଟ ପୁଣି ଆରମ୍ଭ ହୋଇଛି । ବହୁ ଦିନରୁ ଏହି ଦାବି ରହିଥିଲା । ସରକାର ଏହି ଦାବିକୁ କର୍ଣ୍ଣପାତ କରୁ ନ ଥିବା ବେଳେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଠିକ ନିର୍ବାଚନ ବେଳେ ଧର୍ମଘଟ କଲେ ନେତାମାନେ ସଚେତନ ହେବେ ବୋଲି ସାଧାରଣରେ ଦାବି ହୋଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା