
ବ୍ରହ୍ମପୁର(ସମୃଦ୍ଧ ଓଡିଶା) ଆସନ୍ତା ୩୦ରିଖ ଶନିବାର ଦିନ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ରେ ତିନିଜଣଙ୍କ ସେବାନିବୃତ୍ତିରେ ବିଦାୟ ଦିବସ ପାଳନ କରାଯାଇଥିଲା । MCA ବିଭାଗର ଅଧ୍ୟାପକ ଜୟରାମ ପ୍ରଧାନ, ଇଂରାଜୀ ବିଭାଗର ମୁଖ୍ୟ ଅଧ୍ୟାପକ ରାମ ନାରାୟଣ ପଣ୍ଡା ଓ MBA ବିଭାଗର ପିଓନ ସୁରେନ୍ଦ୍ର ନାୟକ ଙ୍କ ସେବାନିବୃତ୍ତି ହୋଇଥିବା ରୁ ବିଦ୍ୟାଳୟ ରୁ ବିଦାୟ ଦିଆଯାଇଥିବା ସୂଚନା।
ରିପୋର୍ଟର-ତ୍ରିନାଥ ବେହେରା