

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବାତ୍ୟାରେ କ୍ଷତି ଗ୍ରସ୍ତ ହୋଇଥିବା ଲୋକଙ୍କୁ ଲୟେନ କ୍ଳବ ଅଫ ଗୋଲଡ ବ୍ରହ୍ମପୁର ପକ୍ଷରୁ ବିଭିନ୍ନ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବ୍ରହ୍ମଗିରି ଓ ବେଣ୍ଟପୁର ବସ୍ତି ଅଞ୍ଚଳରେ କରାଯାଇଛି । ଏଥିରେ ବହୁ ଲୟେନ କ୍ଳବ ଅଫ ଗୋଲଡର କର୍ମକର୍ତ୍ତାମାନେ ଅଂଶ ଗ୍ରହଣ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
