ବ୍ରହ୍ମାକୁମାରୀ କେନ୍ଦ୍ରରେ ନବରାତ୍ର ଉପଲକ୍ଷେ ନଅ ଦିନ ଧ୍ୟାନ ଶିବିର

କଟକ(ସମୃଦ୍ଧଓଡିଶା) ତା ୨-୧୦: ଦଶହରା ନବରାତ୍ର ଉପଲକ୍ଷେ ନଅଦିନ ବ୍ୟାପୀ ଯୋଗ ଭଟ୍ଟି ଶିବିର ବକ୍ସି ବଜାର ବ୍ରହ୍ମା କୁମାରୀ ଇଶ୍ୱରିୟ ବିଶ୍ଵ ବିଦ୍ୟାଳୟରେ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ ହୋଇଛି l ବି କେ ଛୋଟୁ,ବରଦା ଦାସ ଅତିଥି ଭାବେ ଯୋଗ ଦେଇ ସମସ୍ତ ଭାଇ ଭଉଣୀଙ୍କୁ ଚନ୍ଦନ ଟିପା ଓ ମୁକୁଟ ପିନ୍ଧ।ଇ ଶିବିର ସମ୍ପର୍କରେ ଭାଷଣ ଦେଇ ବହୁ ସଂଖ୍ୟାରେ ଉପକୃତ ପାଇଁ କହି ଥିଲେ l ପରେ ଆଶ୍ରମ ମୁଖ୍ୟ ବି କେ ଝୁନୂ ଦୀର୍ଘ ଦୁଇ ଘଣ୍ଟା ଧ୍ୟାନଶିବିର ପରିଚାଳନା କରି ମୁରଲୀ ପାଠ କରି ଥିଲେ ।ବି କେ ରମେଶ, ବି କେ ପ୍ରତିମା , ସୁଶାନ୍ତ ଆଦି ସହାୟତା କରିଥିଲେ । ଉକ୍ତ ଯୋଗ ଶିବିର ଆସନ୍ତା ଦଶ ତାରିଖ ଯାଏଁ ନିୟମିତ ଆୟୋଜିତ ହେବ l

ରିପୋର୍ଟ :ବି କେ ବରଦା, ବି କେ ଇ ବିଶ୍ଵ ବିଦ୍ୟାଳୟ, ବେପlରିସlହି