ଭୁବନେଶ୍ୱର (ରଜତ୍ ମହାପାତ୍ର)ଓଡିଶା ରାଜ୍ୟ ଯୋଗାଣ ନିଗମ (OSCSC) ଲିମିଟେଜ୍ ରାଜ୍ୟ ସରକାରଙ୍କ ତରଫରୁ ଚାଷୀମାନଙ୍କଠାରୁ ଧାନ ସଂଗ୍ରହଣ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥା (PDS)ର ଏକ କାର୍ଯ୍ୟକାରୀ ସଂସ୍ଥା ଅଟେ । ଧାନ ସଂଗ୍ରହଣ ନିୟମାବଳୀ ଅନୁଯାୟୀ, ଚାଷୀଙ୍କ ଠାରୁ ଧାନ କ୍ରୟର 24 ରୁ 48 ଘଣ୍ଟା ମଧ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ସଂସ୍ଥା ନିଜସ୍ତ ସମ୍ବଳରୁ ପ୍ରଦାନ କରିଥାଏ | ଏହା ବ୍ୟତୀତ ସଂଗୃହିତ ଧାନରୁ କଷ୍ଟମ ମିଲଡ୍ ଚାଇଜ (CMR) ପାଇବା ପାଇଁ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟୟ ମଧ୍ଯ ଓଡିଶା ରାଜ୍ୟ ଯୋଗାଣ ନିଗମ ଦ୍ବାରା ବହନ କରାଯାଇଥାଏ | ଏହି ସମସ୍ତ ଖର୍ଚ ଯୋଗାଣ ନିଗମ ବ୍ୟାଙ୍କ ଋଣ ନେଇ କାର୍ଯ୍ୟକାରୀ କରେ ଓ କେନ୍ଦ୍ର ସରକାରଙ୍କଠାରୁ ସବସିଡି ପାଇବାପରେ ଋଣ ପରିଶୋଧ କରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଲିମିଟେଡ୍ ଦ୍ବାରା କାର୍ଯ୍ୟକାରୀ କରାଯାଇଥିବା ଜନସ୍ବାର୍ଥ ସମ୍ବଳିତ କାର୍ଯକୁ ଦୃଷ୍ଟିରେ ରଖ୍ ମାନ୍ୟବର କ୍ୟାବିନେଟ୍ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଲିମିଟେଡ୍’ର ନୂତନ ବ୍ୟାଙ୍କ ରଣ ପାଇଁ ସରକାରୀ ଗ୍ୟାରେଣ୍ଟି ଲାଗୁ କରିବା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହା ଦ୍ବାରା ରାଜ୍ୟରେ ଧାନ ସଂଗ୍ରହଣ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ସୁଚାରୁରୂପେ ସମ୍ପାଦନ କରିପାରିବ | ଅନୁମୋଦିତ ପ୍ରସ୍ତାବର ମୁଖ୍ୟାଂଶ ହେଲା :-
1. ଓଡିଶା ରାଜ୍ୟ ଯୋଗାଣ ନିଗମ ଦ୍ବାରା ଆଗାମୀ 5 ବର୍ଷ ପାଇଁ ନିଆଯିବାକୁ ଥିବା ନୂତନ ରଣ ପାଇଁ 17,500 କୋଟି ଟଙ୍କାର ସରକାରୀ ଗ୍ୟାରେଣ୍ଟି ପ୍ରଦାନ କରିବା ନିମନ୍ତେ ନିଷ୍ପରି ନିଆଗଲା | କେନ୍ଦ୍ର ସରକାରଙ୍କ ଦ୍ବାରା ଅଧିକାଂଶ ସମୟରେ ସାମୟିକ ସବସିଡିର ଗୁଳ୍ମ ଓ ବିଳମ୍ବ ଗିଲିକ୍ ଯୋଗୁ ଧାନ ସଂଗ୍ରହଣ ଜାରି ରଖିବା, ସାଧାରଣ ବଣ୍ଟନ ବ୍ୟବସ୍ଥାର ସୁଦ୍ଧହୀକରଣ ଓ ଅନ୍ୟାନ୍ୟ ପରିଚାଳନା ଖର୍ଚ ବହନ କରିବା ପାଇଁ ଓଡିଶା ରାଜ୍ୟ ଯୋଗାଣ ନିଗମ ଆବଶ୍ୟକ କରୁଥିବା ବ୍ୟାଙ୍କ ଗଣ, ଗୁଚ୍ଛ ସୁଧ ହାର ଓ ସହଜରେ ହାସଲ କରିପାରିବ ।
2. ଯେହେତୁ ଓଡିଶା ରାଜ୍ୟ ଯୋଗାଣ ନିଗମ ଲିମିଟେଡ୍ ଏକ ବିନା ଲାଭ-କ୍ଷତି ସଂସ୍ଥା, ଚାଷୀ ଓ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖ୍, OGFR, 2023ର ଧାରା-342 ଅନୁସାରେ ଗ୍ୟାରେଣ୍ଟି କମିସନ ଚେୟ 437.5 କୋଟି ଛାହ କରାଯିବା ପାଇଁ ନିଷ୍ପରି ନିଆଗଲା |