

ଛତ୍ରପୁର (ସମୃଦ୍ଧ ଓଡିଶା) କାଲିପଲ୍ଲୀ ପଞ୍ଚାୟତରେ ଭଳିବଲ ଟୁର୍ଣ୍ଣାମେଣ୍ଟ ଶିବରାତ୍ରି ଦିନ ଉଦଘାଟନ ହୋଇଥିଲା ଯାହା ଆଜି ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଆମ୍ବପୁଆ ଟିମ ଉଇନର ଏବଂ ଘରେଇ ଟିମ କାଳିପଲ୍ଲୀ ରନର ହୋଇଛନ୍ତି । ଏହି ଉଦଘାଟନ ଉତ୍ସବରେ ଜିଲ୍ଲା ସଭାପତି ବିଭୂତି ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରଶାନ୍ତ କୁମାର କର, ପଦ୍ମ ଚରଣ ସାହୁ କଣମଣ। ମଣ୍ଡଳ ସଭାପତି ଉପସ୍ଥିତ ରହିଥିଲେ । ଆଜି ଉଦଯାପିତ ଦିବସରେ ମୁଖ୍ୟ ଅତିଥି ଭାବେ ପ୍ରଶାନ୍ତ କୁମାର କର ଯୋଗ ଦେଇଥିବା ବେଳେ ପଦ୍ମ ଚରଣ ସାହୁ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


Great content! Super high-quality! Keep it up! 🙂